Our country is great./ଆମ ଦେଶ ମହାନ।

ଆମ ଭାରତ ମହାନ।
୧୩୨ କୋଟିରୁ ଅଧିକା ଲୋକ ଅଛନ୍ତି ଆମ ଦେଶରେ। ଆମ ଦେଶ ମହାନ କାରଣ ଏଠି ଷାଠିଏ କୋଟିରୁ ଅଧିକ ଯବାନ। ଦୁନିଆର ସବୁଠାରୁ ଅଧିକା Youth ଅଛନ୍ତି ଆମ ଦେଶରେ। ଦୁନିଆର ସବୁଠାରୁ ବଡ଼ Democracy ଆମ ଦେଶରେ। 464 election party କୁ support କରୁଛି ଆମ ଦେଶ। 2014 election ରେ 54 କୋଟିରୁ ବି ଅଧିକା ଭୋଟ ଦେଲେ ଆମ ଲୋକ। UK+US+JAPAN ଓ AUSTRALIA ର Combine population ଠାରୁ ମଧ୍ୟ ଅଧିକ। ପୁରା ଦୁନିଆର ନଜର ଆମ ଉପରେ ସାଙ୍ଗମାନେ। ଆମେ superpower ହେବାର ସମ୍ଭାବନା ଅଛି। ଦୀପାବଳି ରେ 2000 କୋଟିରୁ ଅଧିକା ବାଣ ଫୁଟାଇ ଥାଉ ଆମ ଦେଶରେ। ଦୁନିଆର second largest ଇଣ୍ଟରନେଟ ଚାଳକ ଆମ ଦେଶରେ। କେତେ ଅଧିକା opportunity ଅଛି ଆମ ଦେଶରେ। ଅଗଣିତ community ଅଛନ୍ତି ଆମ ଦେଶରେ। କିଛି ବଡକରିବାର Infinity Possibility ଅଛି ଆମ ପାଖରେ। ସବୁ ମଣିଷ talented ସମସ୍ତ ଙ୍କ ପାଖରେ ସେ ability ଅଛି। ମୋର ପୁରା feelings ଆଉ emotion କୁ ଜଣାଇବି ଏ post ରେ। numbers ବିଷୟ ରେ ବହୁତ କହିଦେଲି ଏବେ କିଛି fact କହୁଛି ଶୁଣନ୍ତୁ। ଦୁନିଆକୁ “0” ଆମେ ଦେଲେ। ଗଣିବା ଅମେମାନେ ଶିଖାଇଲେ। calculates, trigonometry, algebra କୁ ଆମେ ଶିଖାଇଲେ। decimals system and value system ମଧ୍ୟ ଆମେ ଶିଖାଇଲେ। ଦୁନିଆର ପ୍ରଥମ University ତକ୍ଷଶିଳା ଥିଲା ଆମ ଦେଶରେ। ଆମ ପାଖରେ ଦୁନିଆର ସବୁ ଜ୍ଞାନ ଥିଲା ସେଥିପାଇଁ ଆମ ଦେଶ ମହାନ ଥିଲା। ହେଲେ ଆମ ଦେଶର ଲୋକ ଟିକେ ଗମ୍ଭୀର ଥିଲେ। 18th century ଆଗରୁ ଆମେ ସମସ୍ତେ ଅମୀର ଥିଲେ। ଏ ବିଷୟରେ ସମସ୍ତଙ୍କୁ ଜଣାନାହିଁ ସେଥିପାଇଁ ଏବେ ମଧ୍ୟ କିଛି ଲୋକ ବକବାସ କରୁଛନ୍ତି। ଦୁନିଆରେ second largest ଇଂରାଜୀ କହୁଥିବା ଦେଶ ହେଲା ଆମର। ବର୍ତ୍ତମାନ ସମୟ ଆସିଯାଇଛି ଦୁନିଆକୁ କହିବାକୁ ଆମର ଅଛି କେତେ ଦମ। ଯେଉଁମାନେ ଆମକୁ backward ଗରୀବ ଆଉ ବେବକୁପ ଭାବୁଥିଲେ ତାହା ହେଉଛି ସେମାନଙ୍କ ଭ୍ରମ। କେବଳ ଆମକୁ serious ହବାକୁ ପଡିବ। ଆମ ପାଖରେ resource ର କମ ନାହିଁ। ଆମେ ମଧ୍ୟ ସେହି class ରେ ଅଛେ କାରଣ ଦୁନିଆର ଏଗାର ପ୍ରତିଶତ ସୁନା ଆମ ଦେଶର housewife ଙ୍କ ପାଖେ ଅଛି। Google, Microsoft, Pepsico, MasterCard, Adobe ଏହି ପୁରା କମ୍ପାନୀ ର Ceo ଆମ ଦେଶର। ଆସନ୍ତା10ବର୍ଷ ମଧ୍ୟରେ ଦୁନିଆର top billionaires ମଧ୍ୟ ବହାରିବେ ଆମଦେଶରୁ। ବର୍ତ୍ତମାନ ଆମକୁ ଉଠିବାକୁ ପଡିବ। ସ୍ୱପ୍ନ ପଛରେ ଭାଗିବାକୁ ପଡିବ। experience କୁ କରିବା ଆମେ chase ତେବେ ଯାଇ ବଢିବ ଆମର race। ଇନ୍ଦିରା ଗାନ୍ଧୀ ଯେତେବେଳେ ରାକେଶ ଶର୍ମା ଙ୍କୁ ପଚାରିଲି ମହାକାଶରୁ ଆମ ଦେଶ କିପରି ଦେଖାଯାଉଛି। ସେତେବେଳେ ରାକେଶ ଶର୍ମା କହିଲେ “ସାରେ ଯାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା ” caste , religion, ବହୁତ ହୋଇଗଲା ସାଙ୍ଗମାନେ unity ଆଉ strength ହଵ ଆମ ସାହାରା।

ଆମ ତ୍ରିରଙ୍ଗା କୁ ମହାକାଶ ରେ ଉଡାଇଲେ। 2017 ରେ Isro 104 ଟି satellite କୁ ଗୋଟିଏ ସାଥିରେ lunch କରି world record କଲା। ସବୁଠାରୁ ଅଧିକା engineer, doctor scientist ଆମ ଦେଶରେ। ଖାଲି ସେତିକି ନୁହେଁ ସାଙ୍ଗମାନେ NASA ର 36 ପ୍ରତିଶତରୁ ଅଧିକ ବୈଜ୍ଞାନିକ ଆମ ଦେଶର। ଦୁନିଆର diamond ସର୍ବପ୍ରଥମେ ଆମ ଦେଶରେ mine କରାଯାଇଥିଲା। ଆଜି କାଲି ଲୋକ pubg game ଖେଳୁଛନ୍ତି। କିନ୍ତୁ ଲୁଡ,snake n’ ladder ଓ chase ଆମ ଦେଶରୁ ଆରମ୍ଭ ହୋଇଥିଲା। 4700 news paper କୁ 300 ରୁ ଅଧିକା ଭାଷାରେ ଆମ ଦେଶରେ publish କରାଯାଉଛି। ପ୍ରତି 50କିଲୋମିଟର ରେ ପାଣିର ସ୍ୱାଦ ,ଭାଷା, ସଂସ୍କୃତି ରହିଛି ଆମ ଦେଶରେ। ଦୁନିଆର ସବୁଠାରୁ ବଡ଼ postal system ଆମ ଦେଶରେ। ଯାହାକୁ ବହୁତ ବର୍ଷ ପୂର୍ବରୁ ଆମେ ବୁଣିଛନ୍ତି। ଯାହାକି ଚାଇନା ଠାରୁ ଏତେବଡ ଯଦି ବି ତାକୁ 3ରେ ଗୁଣୁଛନ୍ତି। ଦୁନିଆର ସବୁଠାରୁ largest employee Indian Railway ଆମ ଦେଶରେ। ଯେଉଁ ଥିରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ଯାତ୍ରା କରିଥାନ୍ତି। 10 ଲକ୍ଷ୍ୟ ରୁ ଅଧିକ ଲୋକ ଭାରତୀୟ ରେଳ ବିଭାଗ ରେ ଚାକିରୀ କରୁଛନ୍ତି। 13 ଲକ୍ଷ୍ୟ ରୁ ଅଧିକ active ଯବାନ ଅଛନ୍ତି ଆମ ଦେଶରେ। Nuclear weapons କୁ process କରୁଥିବା 9 କଣ୍ଟ୍ରି ମଧ୍ୟରେ  ଆମେମାନେ। ଆମ ଚନ୍ଦ୍ରଯାନ ପ୍ରଥମେ ପାଣିକୁ ଖୋଜିଲା। ମଙ୍ଗଳ ଯାତ୍ରା ର ପ୍ରଥମ attempt ରେ ଆମେ ସଫଳ ହେଲେ। କେବଳ ଆମେ ମଙ୍ଗଳରେ ଜୀବନ ନୁହଁ ,ଜୀବନରେ ମଧ୍ୟ ମଙ୍ଗଳ ଖୋଜୁଛନ୍ତି। ଆମେମାନେ ବହୁତ ମହାନ ସାଙ୍ଗମାନେ ,ଆମେ ସବୁ ଜିନିଷକୁ ଅଲଗା ଭାବେ ଦେଖୁଛନ୍ତି। talent ଭରି ରହିଛି ଆମ ଦେଶରେ। ବିଳମ୍ବ ନ କରି ଆମକୁ ଉଠିବାକୁ ପଡିବ। ଆଉ Full speed ରେ ଭାଗିବାକୁ ପଡିବ।

ସାଙ୍ଗମାନେ ଏହିପରି ଅନେକ ଜିନିଷ ଆମଦେଶ ବିଷୟରେ ଅମେମାନେ ଜାଣିନାହାନ୍ତି। ବର୍ତ୍ତମାନ ର ସମୟ Information and technology ର ସମୟ ସେଥିପାଇଁ ପାଇଁ ସାଙ୍ଗମାନ ଆପଣ ମାନଙ୍କୁ ମୋର personal request ଆପଣମାନେ ସମୟକୁ ନଷ୍ଟ ନକରି ତାହାର ସଦୁପଯୋଗ କରନ୍ତୁ। କାରଣ ଆମେ ବଦଳିଲେ ଦେଶ ବଦଳିବ।
।।ଜୟ ହିନ୍ଦ 🇮🇳 ଜୟ ଭାରତ।।
ସାଙ୍ଗମାନେ ବିଷୟଟି କିପରି ଲାଗିଲା ତଳେ comment କରି ନିଶ୍ଚିତ କୁହନ୍ତୁ। ଏହି ବିଷୟ କୁ Video ମାଧ୍ୟମରେ ଦେଖିବା ପାଇଁ ଆମ Youtube ଚ୍ୟାନେଲ Curious odia କୁ Subscribe କରନ୍ତୁ । ନୁଆଁ ନୁଆଁ ଶିକ୍ଷା ପାଇବା ପାଇଁ ଆପଣଙ୍କ mail id ଦେଇ ଆମ website ଓ Channel କୁ Subscribe କରନ୍ତୁ।

ପରିଶେଷରେ post ଟିକୁ ଶେଷ ପର୍ଯ୍ୟନ୍ତ ପଢ଼ିବାରୁ ଧନ୍ୟବାଦ। ମୋର ଅନୁରୋଧ ଯଦି ବିଷୟ ଟି ଲେଖାରେ କୌଣସି ଅକ୍ଷର ଗତ ତ୍ରୁଟି ପରିଲିଖିତ ହୋଇଛି ତେବେ ଆପଣଙ୍କ ସହୃଦୟରୁ କିଛି କ୍ଷମା ମୋ ପ୍ରତି ଦାନ କରିବେ।
ଏହିପରି  ନୀତିଶିକ୍ଷା, ନୀତିବାଣୀ, ଜଣା ଅଜଣା ସତ୍ୟ ଓ ଜରୁରୀ ଜ୍ଞାନ ବିଷୟରେ ଅଧିକା ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମ website visitକରନ୍ତୁ।

ସାଙ୍ଗମାନ ଏହି post ଟିକୁ ନିଶ୍ଚିତ share କରନ୍ତୁ ଆପଣଙ୍କ ସାଙ୍ଗସାଥି ଙ୍କ ସହିତ।
Original content by my mentor: Abhinab Pratik(Abby viral)
Must watch the video
Our country is great./ଆମ ଦେଶ ମହାନ। Our country is great./ଆମ ଦେଶ ମହାନ। Reviewed by Alone Arya on 10:26 AM Rating: 5

No comments:

Powered by Blogger.