About us (ଆମ ବିଷୟରେ)


Hey friends,
Welcome to you in our family "CuriousOdia" we are glad to say, you're the best person of the world forever if you thinking you can't doing anything .We saying your thought is very bad. Otherwise you think you can do everything then you're the Creator of your own destiny. we are always encourage them who is decide to doing something for himself. Our main Motto is that. We are not only some people we're but also group of creativity thought. We always support those people who want achieve the goal and break the record. we provide you every positive incident, success people life lesson, useful things and many more for achieve your dream. We always with you . Special for odisha’s people and odia.

ନମସ୍କାର ସାଙ୍ଗମାନେ,
ଆମେ ଆପଣଙ୍କୁ ସ୍ୱାଗତ କରୁଛୁ ଆମ ପରିବାର “CuriousOdia” ଆମେ ଏହା କହିବା କୃତଜ୍ଞ ମନେକରୁଛୁ କି ଆପଣ ଏ ପୃଥିବୀର ଜଣେ ମହାନ ବ୍ୟକ୍ତି। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଦ୍ୱାର କିଛି ହୋଇପାରିବ ନାହିଁ ତେବେ ଆପଣ ଭୁଲ ଭାବୁଛନ୍ତି, ଆପଣ ହେଉଛନ୍ତି ଆପଣଙ୍କ ଭାଗ୍ୟ ବିଧାତା। ଆମେ ଆପଣଙ୍କ ଭଳି ମହାନ ବ୍ୟକ୍ତିଙ୍କୁ ସର୍ବଦା ଉତ୍ସାହିତ କରିଥାଉ ବିଭିନ୍ନ କାହାଣୀ, ସତ୍ୟ ଘଟଣା, ମହାପୁରୁଷଙ୍କ ଜୀବନି ର ତଥ୍ୟ ପ୍ରକାଶ କରି। “ଆମେ କେବଳ ଦଳେ ମଣିଷ ନୁହଁ ଆମେ ହେଉଛୁ ମେଳେ ବିକାଶ ”ଆମର ମୂଳ ଲକ୍ଷ୍ୟ ଏବଂ ସର୍ବଦା ପ୍ରୟାସ ଏହା ଯେ ଆପଣଙ୍କ ଜ୍ଞାନର ପରିସୀମା କୁ ବୃଦ୍ଧି ସହିତ ବିକଶିତ କରିବ ପାଇଁ। ତେଣୁ ଆପଣ ମାନେ ଆମ ସହିତ ଯୋଡି ହୋଇ ନିଜର ବିକାଶ କରିବା ସହିତ ଆମ ରାଜ୍ୟ ଏବଂ ଦେଶର ବିକାଶରେ ଅଂଶୀଦାର ହୁଅନ୍ତୁ।
About us (ଆମ ବିଷୟରେ) About us (ଆମ ବିଷୟରେ) Reviewed by Alone Arya on 2:48 AM Rating: 5

No comments:

Powered by Blogger.